ବାର ମାସର ପର୍ବପର୍ବାଣି ଆମ ସଂସ୍କୃତି ର ସମ୍ପତ୍ତି। ସମ୍ପୂର୍ଣ୍ଣ ବୈଦିକ ରୀତିରେ ନିଜ ଘରେ କିମ୍ବା ମନ୍ଦିର ରେ ପୂଜା ଏବଂ ହବନ କରନ୍ତୁ ଏବଂ ପୁଣ୍ଯ ଅର୍ଜନ କରନ୍ତୁ। ସମସ୍ତ ପ୍ରକାର ପ୍ରସ୍ତୁତି ର ସହିତ ଆପଙ୍କର ପୂଜା, ଗୃହ ପ୍ରବେଶ, ହୋମ ଯଜ୍ଞ କୁ ସଫଳ କରିବା ପାଇଁ ବୈଷ୍ଣୋଦେବୀ ପୂଜା ଭଣ୍ଡାର , ସମଲେଶ୍ଵରୀ ମନ୍ଦିର ପାଖ ବରପାଲି, ସଂଗ୍ରହ କରିଥାଏ ଶୁଦ୍ଧ ଦେଶୀ ଗାଈ ର କ୍ଷୀର ରୁ ତିଆରି ଘିଅ, ଜଡିବୁଟି, ହୋମରେ ବ୍ୟବହାର ହେଉଥିବା କାଠ ଏବଂ ଅନ୍ୟାନ୍ୟ ସମାଗ୍ରୀ। ବରପାଲି ଆସୁଛନ୍ତି ତ ବୈଷ୍ଣୋଦେବୀ ପୂଜା  ଭଣ୍ଡାର ରୁ ନିଶ୍ଚିତ ସଂଗ୍ରହ  କରନ୍ତୁ ଆପଣଙ୍କ ପ୍ରତ୍ୟେକ ପୂଜା ପାର୍ବଣ ପାଇଁ ପୂଜା ସମାଗ୍ରୀ ଯାହା ସମ୍ପୂର୍ଣ୍ଣ ବିଶୁଦ୍ଧ ଓ ପବିତ୍ର ଭାବରେ ତିଆରି ହୋଇଥାଏ। ଦେବୀ ମା ସମଲେଶ୍ବରୀ, ରାଧାକୃଷ୍ଣ ମନ୍ଦିର, ଶନି ମନ୍ଦିର ତଥା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ  ପୂଜା ତଥା ସମସ୍ତ ଦୈନନ୍ଦିନ ଘରୋଇ ପୂଜା ସମାଗ୍ରୀ ଏବଂ ମାଁ ଙ୍କ ଭୋଗ ବୈଷ୍ଣୋଦେବୀ ପୂଜା ଭଣ୍ଡାର ରେ ଉପଲବ୍ଧ। ଆମ ସନାତନ ହିନ୍ଦୁ ଧର୍ମ ଅନୁସାରେ ବୈଦିକ ରୀତିରେ ହୋମ ନିମିତ୍ତ ସମସ୍ତ ପ୍ରକାର ହବନ ସମାଗ୍ରୀ ସହିତ ସମସ୍ତ ପୂଜା ପଦ୍ଧତି ର ପୁସ୍ତକ ମଧ୍ଯ ଏଠାରେ ଆପଣଙ୍କୁ ମିଳିଯିବ। ସମସ୍ତ ପୂଜା ପର୍ବାଣୀ ପାଇଁ ସୁନ୍ଦର ମନୋହର ମୂର୍ତ୍ତି ମଧ୍ୟ ମିଳିଯିବ ଏହି ଦୋକାନ ରେ। ଆସନ୍ତୁ ଗଣେଶ ପୂଜା ପାଳନ କରିବା ଖୁବ୍ବି ଜାକଜମକ ରେ। ଭିନ୍ନ ପ୍ରକାର ର ଆକର୍ଷଣୀୟ ଉପହାର ସହିତ ବୈଷ୍ଣୋଦେବୀ ପୂଜା ଭଣ୍ଡାର ଆପଣଙ୍କୁ ସ୍ୱାଗତ କରୁଛି। 
ଯୋଗାଯୋଗ
ବୈଷ୍ଣୋଦେବୀ ପୂଜା ଭଣ୍ଡାର
ଡିଲେଶ୍ଵର ମେହେର
ମୋ : +919938272640