JAGADAMBA FANCY, GENERAL & GARMENT
ଜଗଦମ୍ବା ଫେନ୍ସି ଜେନେରାଲ ଏବଂ କପଡା ଦୋକାନ ଆପଣଁକୁ ସ୍ୱାଗତ କରୁଛି ଅନେକ ପ୍ରକାର ଅତ୍ୟାଧୁନିକ ବସ୍ତ୍ର, ଚୁଡ଼ି ଚଷମା ତଥା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସହିତ। ଏଠାରେ ବିଭିନ୍ନ ପ୍ରକାର ର ମନଲୋଭା ପୋଷାକ, ଅଳଙ୍କାର, ଉପହାର୍ ସୁଲଭ ମୂଲ୍ୟରେ ମିଳିଥାଏ। ମହିଳା ମାନଙ୍କ ପାଇଁ ଅତ୍ୟାଧୁନିକ ବସ୍ତ୍ର ମଧ୍ୟ ସୁଲଭ ମୂଲ୍ୟରେ ଦେଇଥାନ୍ତି ଜଗଦମ୍ବା ଦୋକାନ। ଉତ୍ତମ କାରିଗରୀ କୌଶଳ ଏବଂ ସୁନ୍ଦର ଶୈଳୀ ରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକାର କଣ୍ଢେଇ, ବିବହ ବ୍ରତ ଉପଲକ୍ଷେ ପ୍ରସ୍ତୁତି ପାଇଁ ଅନେକ ପ୍ରକାରର ସୌନ୍ଦର୍ୟ ସାଜସଜ୍ଜା ପାଇଁ ସମାଗ୍ରୀ ମଧ୍ୟ ମିଳିଥାଏ। ପୋଷାକ ସହିତ ଫେସ୍ ପ୍ୟାକ, ବୁଟିକ୍ ସମାଗ୍ରୀ, ଭଲ ବ୍ରାଣ୍ଡ ର ପରଫ୍ୟୁମ, ସୁନ୍ଦର ଚଷମା,ଅଫିସ ଆଦି ପାଇଁ ଅନେକ ଆବଶ୍ୟକୀୟ ସମାଗ୍ରୀ ଏଠି ସୁବିଧା ରେ ମିଳିଥାଏ। ଅନେକ ପ୍ରକାର ର ସୁନା ଓ ରୂପା ର ଅଳଙ୍କାର, ଚୁଡ଼ି, ଯାହା ସବୁ ସମୟରେ ନୂଆ ନୂଆ ଆକର୍ଷଣ କରିଥାଏ ଗ୍ରାହକଙ୍କୁ। ଦୂର ଦୂରାନ୍ତ ରୁ ବୋଡ଼େନ ପାଖରେ ଥିବା ପାତାଳଗଙ୍ଗା ଦର୍ଶନୀୟ ସ୍ଥାନ କୁ ବୁଲି ଦେଖିବା ପାଇଁ ଆସୁଥିବା ଅନେକ ଲୋକଙ୍କ ଭିଡ ଜମି ଥାଏ ଏହି ଦୋକାନ ରେ। 
ଆସନ୍ତୁ ବୁଲିଯିବା ଜଗଦମ୍ବା ଦୋକାନ କୁ.....
JAGADAMBA FANCY, GENERAL & GARMENT
MAIN ROAD BODEN, NUAPADA 
Manoj Kumar Meher 
9178514547